ଭାଙ୍ଗିଲା ସ୍ପାଇସ୍‌ ଜେଟ୍‌ ବିମାନର ଇଞ୍ଜିନ୍‌ ବ୍ଲେଡ୍‌ : କୋଲକାତା ବିମାନବନ୍ଦରରେ ଘୋଷଣା ହେଲା ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି

କୋଲକାତା: ବ୍ୟାଙ୍କକ୍‌ ଅଭିମୁଖେ ଯାଉଥିବା ସ୍ପାଇସ୍‌ ଜେଟ୍‌ ବିମାନରେ ଥିବା ୧୭୮ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ସୋମବାର ସକାଳେ କୋଲକାତା ବିମାନ ବନ୍ଦରରୁ ଉଡ଼ାଣ ଭରିବା ସମୟରେ ହଠାତ୍‌ ବିମାନର ଗୋଟିଏ ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗିଯାଇଥିବା ଦେଖି ପାଇଲଟ୍‌ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ମଝି ଆକାଶରୁ ବିମାନଟି ବିମାନବନ୍ଦରକୁ ଫେରି ୧୮ ମିନିଟ୍‌ ପରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। … Continue reading ଭାଙ୍ଗିଲା ସ୍ପାଇସ୍‌ ଜେଟ୍‌ ବିମାନର ଇଞ୍ଜିନ୍‌ ବ୍ଲେଡ୍‌ : କୋଲକାତା ବିମାନବନ୍ଦରରେ ଘୋଷଣା ହେଲା ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି